ଓଡିଶା

odisha

ETV Bharat / business

କୋରୋନା ପ୍ରକୋପ: ମାସ୍କ ଓ ଗ୍ଲୋବ୍ସ ରପ୍ତାନୀ ଉପରୁ ହଟିଲା କଟକଣା - କୋରୋନା ଭାଇରସ

କୋରୋନା ମୁକାବିଲା ପାଇଁ ଚୀନକୁ ସହଯୋଗର ହାତ ବଢାଇଲା ଭାରତ । ମାସ୍କ ଏବଂ ଗ୍ଲୋବ୍ସ ରପ୍ତାନୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି ।

Govt removes surgical masks, gloves from export ban list
ମାସ୍କ ଓ ଗ୍ଲୋବ୍ସ ରପ୍ତାନୀ ଉପରୁ ହଟିଲା କଟକଣା

By

Published : Feb 10, 2020, 2:33 PM IST

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଚୀନକୁ ସହଯୋଗର ହାତ ବଢାଇଲା ଭାରତ । ମାସ୍କ ଏବଂ ଗ୍ଲୋବ୍ସ ରପ୍ତାନୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇଦିଆଯିଆଯାଇଛି । କେନ୍ଦ୍ର ବର୍ହି ବାଣିଜ୍ୟ ମହାନିର୍ଦ୍ଦେଶାଳୟର ଏକ ଅଧିସୂଚନାରେ ଏ ନେଇ ସୂଚନା ଦିଆଯାଇଛି ।


ଚୀନରେ କୋରୋନା ଭାଇରସ ସଂକ୍ରମଣ ବଢିବା ଯୋଗୁଁ ଗତ ମାସରେ ଭାରତ ସରକାର , କପଡା , ମାସ୍କ ଆଦି ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହୃତ ସମସ୍ତ ଉପକରଣ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ହେଲେ ଏବେ କୋରୋନା ବ୍ୟାପିବା ବଢିବା କାରଣରୁ ଏ ସାମଗ୍ରୀର ଚାହିଦା ବଢୁଛି । ଏଥିଲାଗି ଏହା ଉପରେ ଲାଗିଥିବା କଟକଣାକୁ କୋହଳ କରାଯାଇଛି । ତେବେ ଏନବିଆର ଗ୍ଲୋବ୍ସ ରପ୍ତାନୀ ପାଇଁ ଅନୁମତି ଦିଆଯାଇନି ।

ସୌଜନ୍ୟ-PTI

ABOUT THE AUTHOR

...view details