ନୂଆଦିଲ୍ଲୀ: H-4 EAD ପ୍ରୋଗ୍ରାମକୁ ସୁରକ୍ଷିତ କରିବା ପାଇଁ 30 ଟି କମ୍ପାନୀ ସହ ସହଭାଗିତା କଲା ଗୁଗୁଲ । ନବସୃଜନ ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିଭିନ୍ନ ପରିବାରକୁ ସାହାଯ୍ୟ କରିବେ ଏହି ସବୁ କମ୍ପାନୀ । ଏ ନେଇ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଦେଇଛନ୍ତି ସୂଚନା ।
ପ୍ରବାସୀଙ୍କୁ ସହଯୋଗ କରିବ ଗୁଗୁଲ, ଇନୋଭେସନ ସହ ମିଳିବ ନିଯୁକ୍ତି - ଗୁଗୁଲ ଦେବ ନିଯୁକ୍ତି
H-4 EAD ପ୍ରୋଗ୍ରାମକୁ ସୁରକ୍ଷିତ କରିବା ପାଇଁ 30 ଟି କମ୍ପାନୀ ସହ ସହଭାଗିତା କଲା ଗୁଗୁଲ । ନବସୃଜନ ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିଭିନ୍ନ ପରିବାରକୁ ସାହାଯ୍ୟ କରିବେ ଏହି ସବୁ କମ୍ପାନୀ । ଅଧିକ ପଢନ୍ତୁ..
ପ୍ରବାସୀଙ୍କୁ ସହଯୋଗ କରିବ ଗୁଗୁଲ , ଇନୋଭେସନ ସହ ମିଳିବ ନିଯୁକ୍ତି
ସୁନ୍ଦର ପିଚାଇ ଶୁକ୍ରବାର ଟ୍ବିଟ କରି କହିଛନ୍ତି କି, ‘‘ ଆମ ଦେଶର ପ୍ରବାସୀମାନଙ୍କୁ ସମର୍ଥନ କରିବା ନେଇ ଗୁଗୁଲ ଗର୍ବିତ । ଆମେ H-4 EAD ପ୍ରୋଗ୍ରାମକୁ ସୁରକ୍ଷା ଦେବା ପାଇଁ ଅନ୍ୟ 30 ଟି କମ୍ପାନୀରେ ଯୋଗ ଦେଇଥିଲୁ । ଯାହା ନବସୃଜନକୁ ଉତ୍ସାହିତ କରିବା ସହ ଚାକିରି ଏବଂ ସୁଯୋଗ ସୃଷ୍ଟି କରିବ । ଏଥିସହ ପରିବାର ମାନଙ୍କୁ ସାହାଯ୍ୟ କରିବ ।