ଓଡିଶା

odisha

By

Published : May 14, 2020, 6:23 PM IST

ETV Bharat / business

8 କୋଟି ପ୍ରବାସୀ ଶ୍ରମିକଙ୍କୁ ଜୁଲାଇ ଯାଏଁ ମାଗଣା ରାସନ

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ-2 ରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ । ଏହା ଦ୍ବାରା ଉପକୃତ ହେବେ 8 କୋଟି ଶ୍ରମିକ ।

FM announces free foodgrains
8 କୋଟି ପ୍ରବାସୀ ଶ୍ରମିକଙ୍କୁ ଜୁଲାଇ ଯାଏଁ ମାଗଣା ରାସନ

ନୂଆଦିଲ୍ଲୀ: ସମସ୍ତ ପ୍ରବାସୀଙ୍କୁ ଆଗାମୀ 2 ମାସ ଜୁଲାଇ ଯାଏଁ ମିଳିବ ମାଗଣା ଖାଦ୍ୟଶସ୍ୟ ମିଳିବ । ଏହା ଜରିଆରେ ବିନା ରାସନ କାର୍ଡରେ ପ୍ରାୟ 8 କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ 5 କିଲୋ ଚାଉଳ, 5 କିଲୋ ଗହମ ଏବଂ ୧ କିଲୋ ଡାଲି ଦିଆଯିବ ।

ଏହି ରାସନର ପୂରା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ତେବେ ଏହାକୁ ରାଜ୍ୟ ସରକାର ଲାଗୁ କରିବେ । ଏଥିପାଇଁ 3500 କୋଟି ଟଙ୍କା ଘୋଷଣା ହୋଇଛି । ଅଗଷ୍ଟରୁ 67 କୋଟି ଲୋକଙ୍କୁ ମିଳିବ ଏହାର ଫାଇଦା ।

ABOUT THE AUTHOR

...view details