ଓଡିଶା

odisha

ETV Bharat / business

evc ମାଧ୍ୟମରେ GSTR-3B ଦାଖଲ ଅନୁମତି ଦେଲା ଅର୍ଥ ମନ୍ତ୍ରାଳୟ - କମ୍ପାନୀ ଅଧିନିୟମ 2013

କମ୍ପାନୀ ଅଧିନିୟମ 2013 ନିୟମାବଳୀ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ବ୍ୟକ୍ତି ଇଲୋକ୍ଟ୍ରୋନିକ ଭେରିଫିକେସନ କୋଡ(ଇଭିସି) ଜରିଆରେ GSTR-3B ଦାଖଲ କରିପାରିବେ । ଅଧିକ ପଢନ୍ତୁ...

finance ministry
evc ମାଧ୍ୟମରେ GSTR-3B ଦାଖଲ ଅନୁମତି ଦେଲା ଅର୍ଥ ମନ୍ତ୍ରାଳୟ

By

Published : May 6, 2020, 9:15 PM IST

ନୂଆଦିଲ୍ଲୀ: କମ୍ପାନୀ ଅଧିନିୟମ 2013 ନିୟମାବଳୀ ଅନୁଯାୟୀ ପଞ୍ଜିକୃତ ଲୋକ ନିଜ GSTR-3Bକୁ ଇଲୋକ୍ଟ୍ରୋନିକ ଭେରିଫିକେସନ କୋଡ(ଇଭିସି) ଜରିଆରେ ଦାଖଲ କରିପାରିବେ । ଅର୍ଥମନ୍ତ୍ରାଣଳୟର ରାଜସ୍ବ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି ।

ରାଜସ୍ବ ବିଭାଗ କହିଛି ଯେ, ‘‘କମ୍ପାନୀ ଅଧିନିୟମ 2013 ନିୟମାବଳୀ ଅନୁଯାୟୀ ପଞ୍ଜିକୃତ ହୋଇଥିବା ବ୍ୟକ୍ତି 21 ଏପ୍ରିଲ 2020ରୁ 30 ଜୁନ 2020 ମଧ୍ୟରେ, ଇଲେକ୍ଟ୍ରୋନିକ ଭେରିଫିକେସନ କୋଡ ମାଧ୍ୟମରେ ଯାଞ୍ଚ କରାଯାଇଥିବା GSTR-3B ଫର୍ମରେ ଧାରା 39 ଅନୁଯାୟୀ ରିଟର୍ଣ୍ଣ ଦାଖଲ କରିବାକୁ ଅନୁମତି ଦିଆଯିବ।"

ଏହାସହ ଏହା ଦର୍ଶାଯାଇଛି ଯେ, ପଞ୍ଜିକୃତ ବ୍ୟକ୍ତିଙ୍କ ପାଇଁ 2020 ଜାନୁୟାରୀ ରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟମାବଳୀ ଫର୍ମ GSTR-3Bରେ ପ୍ରତ୍ୟବର୍ତ୍ତନ ନେଇ ମେ 20 କିମ୍ବା ତା ପୂର୍ବରୁ କମନ ପୋର୍ଟାଲ ଜରିଆରେ ଇଲୋକ୍ଟ୍ରିନିକ ରୂପରେ ଜଣାଇଦିଆଯିବ ।

ABOUT THE AUTHOR

...view details