ଓଡିଶା

odisha

ETV Bharat / business

ଆଗକୁ ନିର୍ବାଚନ , ବଢିପାରେ ଇପିଏଫ ସୁଧହାର - likely

ଆଗକୁ ନିର୍ବାଚନ । ବଢିପାରେ ଇପିଏଫ(କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି) ସୁଧହାର। ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁଧ ଦର ବଢିପାରେ। କିମ୍ବା ଅପରିବର୍ତ୍ତିତ ରହିପାରେ।

ଡିଜାଇନ ଫଟୋ

By

Published : Feb 12, 2019, 8:13 PM IST


ନୂଆଦିଲ୍ଲୀ: ଆଗକୁ ନିର୍ବାଚନ । ବଢିପାରେ ଇପିଏଫ(କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି) ସୁଧହାର। ଗତବର୍ଷ ତୁଳନାରେ ଚଳିତ ବର୍ଷ ସୁଧ ଦର ବଢିପାରେ। କିମ୍ବା ଅପରିବର୍ତ୍ତିତ ରହିପାରେ। ହେଲେ କମିବା ସମ୍ଭାବନା ବହୁତ କମ ରହିଛି । ତେବେ ଏହାର ଚୁଡାନ୍ତ ନିଷ୍ପତ୍ତି ଆସନ୍ତା 21ରେ ଜଣାପଡିବ ।

ପ୍ରକାଶ ଥାଉ ଯେ, ଗତ ଆର୍ଥିକ ବର୍ଷ ଇପିଏଫ ଜରିଆରେ କର୍ମଚାରୀଙ୍କୁ 8.55 ପ୍ରତିଶତ ସୁଧ ମିଳୁଥିଲା । ଏହି ହାର ଚଳିତ ଥର ମଧ୍ୟ ଏତିକି ରହିବ ବୋଲି ଚର୍ଚ୍ଚା ଧରିଛି । ହେଲେ ଏ ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଆଗାମୀ 21ରେ କେନ୍ଦ୍ରୀୟ ଇପିଏଫ ଟ୍ରଷ୍ଟ ବୋର୍ଡର ବୈଠକରେ ଏହାର ଶେଷ ନିଷ୍ପତ୍ତି ନିଆଯିବ ।

ତେବେ ଲୋକସଭା ନିର୍ବାଚନକୁ ଆଖି ଆଗରେ ପ୍ରାଇଭେଟ ଫଣ୍ଡ ଉପରେ ସୁଧହାର ଆହୁରି ବୃଦ୍ଧି ହୋଇପାରେ ବୋଲି ଜଣାପଡିଛି ।

For All Latest Updates

ABOUT THE AUTHOR

...view details