ଓଡିଶା

odisha

ETV Bharat / business

ଜେଟ ଏୟାରୱେଜ ପୂର୍ବତନ ସିଇଓ ନରେଶ ଗୋଏଲଙ୍କ ଘରେ ଇଡିର ଚଢାଉ

ଜେଟ ଏୟାରୱେଜର ପୂର୍ବ ସିଇଓ ନରେଶ ଗୋଏଲଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢାଉ ।

ED raids ex-Jet Airways chief Naresh Goyal's residence
ଜେଟ ଏୟାରୱେଜ ପୂର୍ବତନ ସିଇଓ ନରେଶ ଗୋଏଲଙ୍କ ଘରେ ଇଡିର ଚଢାଉ

By

Published : Mar 5, 2020, 11:55 AM IST

ମୁମ୍ବାଇ: ଜେଟ ଏୟାରୱେଜର ପୂର୍ବ ସିଇଓ ନରେଶ ଗୋଏଲଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢାଉ । ବୁଧବାର ସକାଳେ ଇଡି ପକ୍ଷରୁ ନରେଶ ଗୋଏଲଙ୍କ ଘରକୁ ସମନ ପଠାଯାଇଥିଲା ।

ଏହା ପୂର୍ବରୁ ଇଟି ଫେମା ଅଧିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏପରିକି ତାଙ୍କ ସହଯୋଗୀଙ୍କ ଘରକୁ ମଧ୍ୟ ଛାନବିନ କରାଯାଇଥିଲା ।

ଗୋଏଲଙ୍କ ବିରୋଧରେ ଇଡି ମାମଲା ରୁଜୁ କରିଛି । ଇଡିର ଶୀର୍ଷ ଅଧିକାରୀ ଏବେ ବି ଗୋଏଲଙ୍କ ମୁମ୍ବାଇସ୍ଥିତ ଘରେ ରହି ଯାଞ୍ଚ ଚଲାଇଛନ୍ତି । ଏଥିସହ ନରେଶ ଗୋଏଲଙ୍କୁ ପଚରାଉଚରା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details