ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2019-20 ଶେଷ ସୁଦ୍ଧା ଜାରି ହେବ ଇ-କମର୍ସ ନୀତି । ଏହି ସେକ୍ଟରକୁ ଏକ ନିର୍ଦ୍ଦିଷ୍ଟ ଦିଶା ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସରକରଙ୍କ ପ୍ରସ୍ତୁତ କରୁଛନ୍ତି ରଣନୀତି ।
ମାର୍ଚ୍ଚ ଶେଷ ସୁ୍ଦ୍ଧା ଜାରି ହେବ ଇ-କମର୍ସ ନୀତି - ଇ-କମର୍ସ ନୀତି
ଆର୍ଥିକ ବର୍ଷ 2019-20 ଶେଷ ସୁଦ୍ଧା ଜାରି ହେବ ଇ-କମର୍ସ ନୀତି । ଏହି ସେକ୍ଟରକୁ ଏକ ନିର୍ଦ୍ଦିଷ୍ଟ ଦିଶା ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ସରକରଙ୍କ ପ୍ରସ୍ତୁତ କରୁଛନ୍ତି ରଣନୀତି ।
ମାର୍ଚ୍ଚ ଶେଷ ସୁ୍ଦ୍ଧା ଜାରି ହେବ ଇ-କମର୍ସ ନୀତି
ସେହିପରି ଶିଳ୍ପର ଉନ୍ନତିକରଣ ଓ ଅର୍ଥନୀତିରେ ଅଭିବୃଦ୍ଧି ପାଇଁ ନୂଆ ଶିଳ୍ପନୀତି ମଧ୍ୟ ଆସିବ । ଏ ନେଇ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ(ଡିପିଆଇଆଇଟି) ଏବେ ଏହା ଉପରେ ପ୍ରସ୍ତୁତି କରୁଛି ।
ଡିପିଆଇଆଇଟି ସଚିବ ଗୁରୁପ୍ରସାଦ ମହାପାତ୍ର ଏ ସମ୍ବନ୍ଧରେ କହିଛନ୍ତି ଯେ, 2020 ମାର୍ଚ୍ଚ ସୁଦ୍ଧା ଏହି 2ଟି ନୀତି ଜାରି କରାଯିବାକୁ ଚେଷ୍ଟା ରହିଛି । ଏଥିପାଇଁ ସରକାର ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କ ସହ ପର୍ଯ୍ୟୟ କ୍ରମେ ବୈଠକ କରି ଆଲୋଚନା କରି ମତାମତ ଲୋଡୁଛନ୍ତି ।