ନୂଆଦିଲ୍ଲୀ:ରାଜ୍ୟର ଦ୍ରବ୍ୟ ଓ ସେବା କର ( ଜିଏସଟି) ରାଜସ୍ବ ସଂଗ୍ରହ ହ୍ରାସକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର 1.1 ଲକ୍ଷ କୋଟି ଟଙ୍କା ଋଣ କରିବେ । ଗୁରୁବାର ଅର୍ଥମନ୍ତ୍ରାଳୟ ଏନେଇ ସୂଚନା ଦେଇଛି ।
ରାଜ୍ୟର ଜିଏସଟି କ୍ଷତିପୂରଣ ପାଇଁ କେନ୍ଦ୍ର କରିବ ଋଣ - ଜିଏସଟି କ୍ଷତିପୂରଣ
ଜିଏସଟି କାର୍ଯ୍ୟକାରୀ ପାଇଁ ରାଜ୍ୟର ହେଉଥିବା ରାଜସ୍ବ ହ୍ରାସକୁ ପୂରଣ ପାଇଁ କେନ୍ଦ୍ର କରିବ ଋଣ । ଏନେଇ ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି । ଅଧିକ ପଢନ୍ତୁ..
ରାଜ୍ୟର ଜିଏସଟି କ୍ଷତିପୂରଣ ପାଇଁ କେନ୍ଦ୍ର କରିବ ଋଣ
ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି, ‘‘ ଏହି ଋଣ ଉପଯୁକ୍ତ କିସ୍ତିରେ ନିଆଯିବ । ଯାହା ବି ଋଣ ନିଆଯିବ, ତାହାକୁ ଜିଏସଟି କ୍ଷତିପୂରଣ ଉପକରଣ ଜାରି କରିବା ବଦଳରେ ରାଜ୍ୟକୁ ଦିଆଯିବ ।
@PTI