ଓଡିଶା

odisha

ETV Bharat / business

ବଜେଟ 2021: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ - Finance Budget 2021

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ବଜେଟ ଆଗତ କରିଛନ୍ତି । ବଜେଟରେ କେଉଁ କ୍ଷେତ୍ରରୁ କେତେ ଆସିବ ଓ କେଉଁ କ୍ଷେତ୍ରକୁ କେତେ ଯିବ ଜାଣନ୍ତୁ । ଅଧିକ ପଢନ୍ତୁ...

ବଜେଟ 2021
ବଜେଟ 2021

By

Published : Feb 1, 2021, 3:40 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦଶନ୍ଧିର ପ୍ରଥମ ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ନଜର ପକାନ୍ତୁ...

ବଜେଟ 2021

କେଉଁ କ୍ଷେତ୍ରରୁ ଆସିବ

ଋଣ ଓ ଅନ୍ୟାନ୍ୟ ଦେୟ-36 ପଇସା

କର୍ପୋରେଟ୍‌ ଟିକସ-13 ପଇସା

ଆୟକର-14 ପଇସା

ସୀମାଶୁକ୍ଳ-3 ପଇସା

ଜିଏସଟି -15 ପଇସା

କେନ୍ଦ୍ରୀୟ ଅବକାରୀ ଟିକସ-8 ପଇସା

ଅଣ ଟିକସ ରାଜସ୍ବ-6 ପଇସା

ଅଣ ଋଣ ପୁଞ୍ଜି ରସିଦ-5 ପଇସା

କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ

ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-16 ପଇସା

ସୁଧ ପରିଶୋଧ-20 ପଇସା

କେନ୍ଦ୍ରୀୟ ସ୍କିମ୍‌-14 ପଇସା

ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-10 ପଇସା

କେନ୍ଦ୍ର ପ୍ରୟୋଜିତ ସ୍କିମ୍‌-9 ପଇସା

ପ୍ରତିରକ୍ଷା-8 ପଇସା

ସବସିଡି-8 ପଇସା

ପେନସନ-5 ପଇସା

ଅନ୍ୟାନ୍ୟ ବ୍ୟୟ-10 ପଇସା

ABOUT THE AUTHOR

...view details