ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷ ଆୟବ୍ୟୟ ଅଟକଳରେ ରେଲୱେକୁ ଫୋକସ । ଆଗାମୀ ଦିନରେ ରେଲଓ୍ବେ ଷ୍ଟେସନରେ ଅଧିକ ୱାଇଫାଇ ଲାଗିବ । 550 ୱାଇଫାଇ ରେଲୱେ ଷ୍ଟେସନ ପ୍ରତିଷ୍ଠା ହେବ ।
ବଜେଟ-2020: ‘ତେଜସ’ ଭଳି ଗଡିବ ଆହୁରି ଟ୍ରେନ - Budget 2020 Highlights
ବଜେଟରେ ରେଲଓ୍ବେ ଉପରେ ଗୁରୁତ୍ବ । 550 ୱାଇଫାଇ ରେଲୱେ ଷ୍ଟେସନ ପ୍ରତିଷ୍ଠା ହେବ । 27 ହଜାର କିମି ରେଲୱେ ଟ୍ରାକର ହେବ ବିଦ୍ୟୁତିକରଣ । ଅଧିକ ପଢନ୍ତୁ...
ବଜେଟ୍ 2020: ପର୍ଯ୍ୟଟନ ସ୍ଥଳକୁ ଯୋଡିବ ତେଜସ ଭଳି ନୂଆ ଟ୍ରେନ
ତେଜସ ଭଳି ନୂଆ ଟ୍ରେନ ପର୍ଯ୍ୟଟନ ସ୍ଥଳକୁ ଯୋଡିବ । 27 ହଜାର କିମି ରେଲୱେ ଟ୍ରାକର ହେବ ବିଦ୍ୟୁତିକରଣ । ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ ହାଇୱେ 2023 ସୁଦ୍ଧା ଶେଷ ହେବ । ରେଲୱେ ଷ୍ଟେସନ ପାଖରେ ଥିବା ଖାଲି ଜମିରେ ସୌରଶକ୍ତିର ଉତ୍ପାଦନ ହେବ ।
ରେଳବାଇ ପାଇଁ ବଡ ପଦକ୍ଷେପ
- 550 ରେଲୱେ ଷ୍ଟେସନରେ ୱାଇଫାଇ
- ରେଳର ଖାଲି ପଡିଆରେ ସୌର ଶକ୍ତି ପ୍ଲାଣ୍ଟ
- ଦେଶରେ ମାନବ ବିହୀନ ଫାଟକକୁ ଶେଷ କରାଯିବ
- ତେଜସ ଭଳି ଆହୁରୀ ଟ୍ରେନ ଆରମ୍ଭ ହେବ
- 27 ହଜାର ରେଳ ଟ୍ରାକକୁ ବିଦ୍ୟୁତକରଣ କରାଯିବ
- ତେଜସ ଟ୍ରେନରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯିବ
- ପିପିପି ମଡେଲ ଦ୍ବାରା ରେଳ ଷ୍ଟେସନ ବିକାଶ ହେବ
- 150 ଟ୍ରେନ ପିପିପି ମୋଡରେ ଚାଲିବା ନିଷ୍ପତ୍ତି
- 148 କିମି ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ ସିଷ୍ଟମ ହେବ । କେନ୍ଦ୍ର ସରକାର 25 ପ୍ରତିଶତ ଦେବେ । ଏହା ଉପରେ 18 ହଜାର 600 କୋଟି ଟଙ୍କା ଖର୍ଚ୍ଚ ହେବ ।
- ମୁମ୍ବାଇ-ଅହମଦାବାଦ ମଧ୍ୟରେ ବୁଲେଟ ଟ୍ରେନ କାମକୁ ଅଗ୍ରାଧିକାର ଦିଆଯିବ
Last Updated : Feb 1, 2020, 3:54 PM IST