ଓଡିଶା

odisha

ବଜେଟ 2020: ଜାଣନ୍ତୁ ଘର ବାବଦରେ କଣ ହୋଇଛି ଘୋଷଣା...

By

Published : Feb 2, 2020, 1:49 PM IST

ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିଛନ୍ତି । ପ୍ରାୟ ସବୁ କ୍ଷେତ୍ରକୁ ବଜେଟରେ ସ୍ଥାନ ଦେଇଥିବାବେଳେ ଆସନ୍ତୁ ଜାଣିବା ଆବାସ ଉପରେ କ’ଣ ହୋଇଛି ଘୋଷଣା...

Union Budget 2020
ବଜେଟ 2020: ଜାଣନ୍ତୁ ଘର ବାବଦରେ କଣ ହୋଇଛି ଘୋଷଣା...

ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିଛନ୍ତି। ପ୍ରାୟ ସବୁ କ୍ଷେତ୍ରକୁ ବଜେଟରେ ସ୍ଥାନ ଦେଇଥିବାବେଳେ ଆସନ୍ତୁ ଜାଣିବା ଆବାସ ଉପରେ କ’ଣ ହୋଇଛି ଘୋଷଣା...

  • ଶସ୍ତା ଘର ଋଣ ପାଇଁ ଦେୟ ସୁଧରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ ଅବଧି 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ ବୃଦ୍ଧି
  • ସୁଧ ଏବଂ ଜୋରିମାନାରେ ଛାଡ କେବଳ 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ବିବାଦୀୟ ଟିକସର ପରିଶୋଧ ଲାଗି ଉଦ୍ଦିଷ୍ଟ
  • 31 ମାର୍ଚ୍ଚ ପରେ ଏହି ଲାଭ ପାଇଁ ଅତିରିକ୍ତ ଅର୍ଥ ପରିଶୋଧ ବ୍ୟବସ୍ଥା
  • ପ୍ରତ୍ୟକ୍ଷ ଟିକସ ସହ ଜଡିତ ମାମଲାଖୋରୀକୁ ହ୍ରାସ ଲାଗି 30 ଜୁନ 2020 ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇ ‘ବିବାଦରୁ ବିଶ୍ବାସ’ ଯୋଜନା ଘୋଷଣା
  • ଅପିଲ ପଡି ରହିଥିଲେ ତାର ଲାଭ ଟିକସଦାତାଙ୍କୁ ମିଳିବ
  • ଆୟକର ଆଇନରେ ସଂଶୋଧନ ଜରିଆରେ ଫେସଲେସ ଅପିଲ

ABOUT THE AUTHOR

...view details