ନୂଆଦିଲ୍ଲୀ: ଆର୍ଥିକ ବିକାଶକୁ ସରକାରଙ୍କ ଗୁରୁତ୍ବ । ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସହ ମିଶି ପିପିପି ମୋଡରେ ସ୍ମାର୍ଟସିଟି ହେବ । ପୁଞ୍ଜିନିବେଶ କ୍ଲିୟରାନ୍ସ ସେଲ ତିଆରି ହେବ ।
ବଜେଟ-2020: ବ୍ୟବସାୟକୁ ଗୁରୁତ୍ବ, ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା - nirvik yojana for export
ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା । ଘରୋଇ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ...
ବଜେଟରେ ବ୍ୟବସାୟ, ରପ୍ତାନୀ ପାଇଁ ନିର୍ବିକ ଯୋଜନା
ପ୍ରତି ଜିଲ୍ଲାକୁ ରପ୍ତାନୀ ବୃଦ୍ଧି ପାଇଁ ବିକାଶ କରାଯିବ । ରପ୍ତାନୀ ବୃଦ୍ଧି ପାଇଁ ନିର୍ବିକ ଯୋଜନା ଆରମ୍ଭ ହେବ । ଘରୋଇ ଉତ୍ପାଦନ ଉପରେ ଗୁରୁତ୍ବ । ଏଥିପାଇଁ 27 ହଜାର କୋଟି ଆବଣ୍ଟନ ହେଲା । ଭାରତ ହେବ ମୋବାଇଲ ହବ୍ ।