ଓଡିଶା

odisha

ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

By

Published : Feb 2, 2020, 1:46 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା ।

Budget 2020
ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ଆସନ୍ତୁ ଜାଣିବା...

ଫଟୋ ସୌଜନ୍ୟ: ପିଆଇବି

କେଉଁ କ୍ଷେତ୍ରରୁ ଆସିବ

  • ଋଣ ଓ ଅନ୍ୟାନ୍ୟ ଦେୟ-20 ପଇସା
  • କର୍ପୋରେଟ୍‌ ଟିକସ-18 ପଇସା
  • ଆୟକର-17 ପଇସା
  • ସୀମାଶୁକ୍ଳ-4 ପଇସା
  • ଜିଏସଟି ଓ ଅନ୍ୟାନ୍ୟ ଟିକସ-18 ପଇସା
  • କେନ୍ଦ୍ରୀୟ ଅବକାରୀ ଟିକସ-7 ପଇସା
  • ଅଣ ଟିକସ ରାଜସ୍ବ-10 ପଇସା
  • ଅଣ ଋଣ ପୁଞ୍ଜି ରସିଦ-6 ପଇସା

କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ

  • ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-20 ପଇସା
  • ସୁଧ ପରିଶୋଧ-18 ପଇସା
  • କେନ୍ଦ୍ରୀୟ ସ୍କିମ୍‌-13 ପଇସା
  • ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-10 ପଇସା
  • କେନ୍ଦ୍ର ପ୍ରୟୋଜିତ ସ୍କିମ୍‌-9 ପଇସା
  • ପ୍ରତିରକ୍ଷା-8 ପଇସା
  • ସବସିଡି-6 ପଇସା
  • ପେନସନ-6 ପଇସା
  • ଅନ୍ୟାନ୍ୟ ବ୍ୟୟ-10 ପଇସା

ABOUT THE AUTHOR

...view details