ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ଆସନ୍ତୁ ଜାଣିବା...
ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ - Nirmala Sitharaman on Budget 2020
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା ।
ବଜେଟ 2020: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ
କେଉଁ କ୍ଷେତ୍ରରୁ ଆସିବ
- ଋଣ ଓ ଅନ୍ୟାନ୍ୟ ଦେୟ-20 ପଇସା
- କର୍ପୋରେଟ୍ ଟିକସ-18 ପଇସା
- ଆୟକର-17 ପଇସା
- ସୀମାଶୁକ୍ଳ-4 ପଇସା
- ଜିଏସଟି ଓ ଅନ୍ୟାନ୍ୟ ଟିକସ-18 ପଇସା
- କେନ୍ଦ୍ରୀୟ ଅବକାରୀ ଟିକସ-7 ପଇସା
- ଅଣ ଟିକସ ରାଜସ୍ବ-10 ପଇସା
- ଅଣ ଋଣ ପୁଞ୍ଜି ରସିଦ-6 ପଇସା
କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ
- ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-20 ପଇସା
- ସୁଧ ପରିଶୋଧ-18 ପଇସା
- କେନ୍ଦ୍ରୀୟ ସ୍କିମ୍-13 ପଇସା
- ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-10 ପଇସା
- କେନ୍ଦ୍ର ପ୍ରୟୋଜିତ ସ୍କିମ୍-9 ପଇସା
- ପ୍ରତିରକ୍ଷା-8 ପଇସା
- ସବସିଡି-6 ପଇସା
- ପେନସନ-6 ପଇସା
- ଅନ୍ୟାନ୍ୟ ବ୍ୟୟ-10 ପଇସା