ଓଡିଶା

odisha

ବଜେଟ-2020: 5ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି, ବ୍ୟାଙ୍କ ବୁଡିଲେ ମିଳିବ ଟଙ୍କା

By

Published : Feb 1, 2020, 1:01 PM IST

Updated : Feb 1, 2020, 1:51 PM IST

ବ୍ୟାଙ୍କିଙ୍ଗ ସେକ୍ଟରକୁ ଅର୍ଥମନ୍ତ୍ରୀଙ୍କ ଫୋକସ । ବ୍ୟାଙ୍କ ଜମାକର୍ତ୍ତାଙ୍କୁ ଆଶ୍ବସ୍ତି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଉପରେ ମିଳିବ ଗ୍ୟାରେଣ୍ଟି । ଅଧିକ ପଢନ୍ତୁ...

Budget 2020 India
ବଜେଟ 2020: 5 ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଉପରେ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେକ୍ଟରକୁ ଅର୍ଥମନ୍ତ୍ରୀଙ୍କ ଫୋକସ । ତେବେ ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ସାଢେ 3 ଲକ୍ଷ କୋଟି ଟଙ୍କା ନିବେଶ ହେବ । ସେପଟେ ବ୍ୟାଙ୍କ ଜମାକର୍ତ୍ତାଙ୍କୁ ଆଶ୍ବସ୍ତି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଜମା ଉପରେ ମିଳିବ ଗ୍ୟାରେଣ୍ଟି । ତେବେ ବ୍ୟାଙ୍କ ବୁଡିଲେ ବି ଜମାକାରୀଙ୍କୁ ମିଳିବ 5 ଲକ୍ଷ ଟଙ୍କା ।

ସେହିପରି ସରକାରୀ ବ୍ୟାଙ୍କକୁ ବଜାରରୁ ମିଳିବ ଟଙ୍କା । ପେନସନକୁ ସୁରକ୍ଷା କରାଯିବ। ସରକାରୀ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ 3.5ଲକ୍ଷ କୋଟି ବ୍ୟୟବରାଦ । ସିଡୱି ବ୍ୟାଙ୍କ ସହ ଏକ୍ଜିମ ବ୍ୟାଙ୍କ ଦ୍ବାରା 1000 କୋଟିର ସ୍କିମ ଆରମ୍ଭ ହେବ ।

ଆଇପିଓ ଜରିଆରେ ସରକାର ଏଲଆଇସିର କିଛି ଭାଗ ବିକ୍ରି କରିବେ । ଇଟିଏଫର ହେବ ବିସ୍ତାର ।

Last Updated : Feb 1, 2020, 1:51 PM IST

ABOUT THE AUTHOR

...view details