ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟରେ ମହିଳାଙ୍କ ପାଇଁ ଅନେକ ଘୋଷଣା କରାଯାଇଛି । ପୋଷଣ ଯୋଜନା ପାଇଁ 35 ହଜାର 600 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ବଜେଟ 2020: ମହିଳାଙ୍କ ପାଇଁ 28,600 କୋଟି ବ୍ୟୟବରାଦ - Budget 2020 Highlights
ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମହିଳାଙ୍କ ସହ ଜଡିତ କାର୍ଯ୍ୟକ୍ରମ ପାଇଁ 28,600 କୋଟି ବ୍ୟୟବରାଦ କରାଯାଇଛି ।
ବଜେଟ 2020: ମହିଳାଙ୍କ ପାଇଁ 28,600 କୋଟି ବ୍ୟୟବରାଦ
ମହିଳା ଓ ଶିଶୁ ବିକାଶ ପାଇଁ ବଜେଟ 2020ରେ କଣ ରହିଛି ବ୍ୟବସ୍ଥା ଜାଣନ୍ତୁ...
- ସଫଳ ହୋଇଛି ‘ବେଟି ବଚାଓ, ବେଟି ପଢାଓ’ ଯୋଜନା
- ପୋଷଣ କାର୍ଯ୍ୟକ୍ରମ ପାଇଁ 35,600 କୋଟି ଟଙ୍କାର ଘୋଷଣା
- ସ୍କୁଲରେ ଛାତ୍ରୀଙ୍କୁ ମିଳିବ ବିଶେଷ ସୁବିଧା
- ବିଦ୍ୟାଳୟରେ ବଢିଛି ଛାତ୍ରୀଙ୍କ ସଂଖ୍ୟା
- 10 କୋଟି ଘରେ ପୋଷଣ କ୍ଷେତ୍ରରେ ବୃଦ୍ଧି
- 6 ଲକ୍ଷରୁ ଅଧିକ ଅଙ୍ଗନୱାଡି କର୍ମୀଙ୍କୁ ମିଳିଛି
- ମହିଳାଙ୍କ ସହିତ ଯୋଡି ହୋଇଥିବା ଯୋଜନା ପାଇଁ 28 ହଜାର 600 କୋଟି ବ୍ୟୟବରାଦ
- ମହିଳାଙ୍କ ପାଇଁ ଟ୍ୟାକ୍ସ ଫୋର୍ସ ଗଠନ କରାଯିବ
- ଏକ ଲକ୍ଷ ଗ୍ରାମ ପଞ୍ଚାୟତକୁ ଚଳିତ ବର୍ଷ ଅପଟିକାଲ ଫାଇବରରେ ଯୋଡାଯିବ
- ମହିଳାଙ୍କ ମାତୃତ୍ବର ବୟସ ବଢାଇବେ ସରକାର
Last Updated : Feb 1, 2020, 3:51 PM IST