ଓଡିଶା

odisha

ETV Bharat / business

ନୋକିଆ ସହ 7,636 କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କଲା ଏୟାରଟେଲ - Airtel deal with Nokia

ଏୟାରଟେଲର 5 ଜି ପ୍ରସ୍ତୁତି । ଉପରକରଣ ପାଇଁ ନୋକିଆ ସହ 7,636 କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ଏୟାରଟେଲ । ଅଧିକ ପଢନ୍ତୁ..

Airtel signs Rs 7,636 crore deal with Nokia to get ready for 5G era
ନୋକିଆ ସହ 7,636 କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କଲା ଏୟାରଟେଲର

By

Published : Apr 28, 2020, 6:55 PM IST

ହାଇଦ୍ରାବାଦ: ଏୟାରଟେଲର 5 ଜି ପ୍ରସ୍ତୁତି । ଉପରକରଣ ପାଇଁ ନୋକିଆ ସହ 7,636 କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର କରିଛି ଏୟାରଟେଲ ।

ନୂଆଦିଲ୍ଲୀ: ପ୍ରମୁଖ ଟେଲିକମ ଉପକରଣ ନିର୍ମାତା ନୋକିଆ ସହ 7,636 କୋଟି ଟଙ୍କାର ଚୁକ୍ତି କରିଛ ଭାରତୀ ଏୟାରଟେଲ । ଏହା ଅନୁଯାୟୀ ଏୟାରଟେଲ 9 ଦେଶରେ 9 ଦୂରସଞ୍ଚାର ସର୍କିଲରେ 4 ଜି ଉପକରଣ ଲଗାଇବ ।

ନେଟୱର୍କ କ୍ଷମତା ଓ ଗ୍ରାହକଙ୍କ ସୁବିଧାକୁ ସୁଲଭ କରିବା ପାଇଁ କମ୍ପାନୀ ଏହି ଚୁକ୍ତି କରିଛି । ଏହି 9ଟି ଦୂରସଞ୍ଚାର ସର୍କଲରେ ନୋକିଆର ସିଙ୍ଗଲ ରେଡିଓ ଆକସେସ ନେଟୱାର୍କ (ସ୍ରାନ୍) ଟେକ୍ନୋଲୋଜି ପାଇଁ ଏୟାରଟେଲ ବହୁ ବର୍ଷିଆ ଚୁକ୍ତି ଘୋଷଣା କରିଛି।ଏହି ଚୁକ୍ତିନାମାର ମୂଲ୍ୟ ପ୍ରାୟ 7,500 କୋଟି ଟଙ୍କା

ଏୟାରଟେଲ ଏକ ବିବୃତ୍ତିରେ କହିଛି ଯେ, ଏହି ଉପକରଣ ମାଧ୍ୟମରେ ଭବିଷ୍ୟତରେ 5ଜି ସେବା ଦେବା ପାଇଁ ସାହାଯ୍ୟ ମିଳିବ । ଏହା ମାଧ୍ୟମରେ ଏୟାରଟେଲ ଏହି 9 ସର୍କିଲରେ ପ୍ରାୟ 3 ଲକ୍ଷ ରେଡିଓ ନେଟୱର୍କ ଉପକରଣ ଲଗାଯିବ ।

ABOUT THE AUTHOR

...view details