ମୁମ୍ବାଇ: ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ବିପିସିଏଲ) ଓ ଭାରତ କଣ୍ଟେନର ନିଗମର ବିକ୍ରି ସମ୍ଭାବନା କମ । ବିଶେଷ କରି ଚଳିତ ଆର୍ଥିକ ବର୍ଷ ଏହି ସବୁ ରାଷ୍ଟ୍ରାୟତଃ କମ୍ପାନୀର ବିନିବେଶ କଷ୍ଟକର । ଗୁରୁବାର ଜଣେ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।
ନିବେଶ ଓ ଲୋକ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗ(ଦୀପମ)ର ଅଧିକାରୀ କହିଛନ୍ତି ଯେ, ଏହି ପ୍ରକ୍ରିୟା ଆଶ୍ଚର୍ଯ୍ୟଜନକ । ଯେଉଁଥିପାଇଁ ବିନିବେଶରେ ବିଳମ୍ବ ହେଉଛି ।