ଓଡିଶା

odisha

ETV Bharat / business

5G ତୁଳନାରେ ସାମସଙ୍ଗର 6G 50 ଗୁଣା ଫାଷ୍ଟ - 6G technology

6G ଟେକ୍ନୋଲୋଜିରେ 5G ଠାରୁ 50 ଗୁଣ ଦ୍ରୁତ ଗତି ହାସଲ ନେଇ ଦାବି କରିଛି ସାମସଙ୍ଗ । ଅଧିକ ପଢନ୍ତୁ..

5G ତୁଳନାରେ ସାମସଙ୍ଗର 6G  50 ଗୁଣା  ଫାଷ୍ଟ
5G ତୁଳନାରେ ସାମସଙ୍ଗର 6G 50 ଗୁଣା ଫାଷ୍ଟ

By

Published : Jun 24, 2021, 9:07 AM IST

ନୂଆଦିଲ୍ଲୀ: 5G ତୁଳନାରେ 6G ଟେକ୍ନୋଲୋଜି ଅନୁସନ୍ଧାନରେ 50 ଗୁଣ ଦ୍ରୁତ ଗତି ହାସଲ ହୋଇଛି । ଏ ନେଇ ମଙ୍ଗଳବାର ଦାବି କରିଛି ଦକ୍ଷିଣ କୋରିଆର ଶୀର୍ଷ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସାମସଙ୍ଗ ।

ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ବରିଷ୍ଠ ଉପସଭାପତି ତଥା ଉତ୍ପାଦ ରଣନୀତି ପ୍ରମୁଖ ୱୋନିଲ ରୋହ ନୂଆ 5ଜି ଟ୍ରାନ୍ସମିଶନ ଉପକରଣ ସହ ଜଡିତ କମ୍ପାନୀର ପ୍ରସ୍ତୁତିରେ କହିଛନ୍ତି କି, ସାମସଙ୍ଗ 5ଜି ନେଟୱାର୍କ ଉପରେ ପ୍ରତି ସେକେଣ୍ଡ 5.23 ଗିଗାବିଟ (Gbps) ଗତି ହାସଲ କରିଛି ।

ସେହିଭଳି ସାମସଙ୍ଗ ଇଲେକ୍ଟ୍ରୋନିକ୍ସ ନେଟୱର୍କ ବିଜନେସ SVP, ଉନ୍ନତ ସଞ୍ଚାର ଅନୁସନ୍ଧାର ପ୍ରମୁଖ ସଙ୍ଖସାଙ୍ଗହୁନ୍ (Sunghyun Choi) ଚୋଇ କହିଛନ୍ତି କି, ‘ 6ଜି ବିକଶିତ ହେଉଥିବା ବିଭିନ୍ନ ଟେକିନିତ ସହ ଅବସରର ନୂଆ ଦୁନିଆର ନିର୍ମାଣ କରିବ । ଯାହା ଦ୍ବାରା ଉଭା ହେଉଥିବା ଅନୁଭବ ଏବଂ ସେବାର ପ୍ରତିମାନ ପୂର୍ବ ଆକାରରେ ମିଳିବ । ଆମେ 6ଜିକୁ ବାସ୍ତବ ରୂପ ଦେବା ପାଇଁ ଉତ୍ସାହିତ । ବାସ୍ତବରେ ଆମେ ପୂର୍ବରୁ ହିଁ ଟେରାହର୍ଟଜ ସଞ୍ଚାର ପ୍ରଦର୍ଶନ କରିସାରିଛୁ । ଯାହା 6ଜି ସହ ଜଡିତ ଆମର ପ୍ରଗତିକୁ ଦେଖାଇଥାଏ ।

ABOUT THE AUTHOR

...view details