ନୂଆଦିଲ୍ଲୀ: ଉବେରର ନୂଆ ନିୟମ। ମହିଳାଙ୍କ ପାଇଁ ଉବେରରେ ରହିବେ ମହିଳା ଡ୍ରାଇଭର। ସାଉଦି ଆରବର ମହିଳା ଡ୍ରାଇଭର ଏଥର ଚଳାଇ ପାରିବେ ଗାଡି। ପୂର୍ବରୁ ଏମାନଙ୍କ ଉପରେ ଲାଗିଥିଲା କଟକଣା। କିନ୍ତୁ ଗତବର୍ଷ ଏହି କଟକଣା ଉଠାଇ ଦିଆଯାଇଥିଲା।
ମହିଳାଙ୍କ ପାଇଁ ମହିଳା ଡ୍ରାଇଭର, ଉବେର କ୍ୟାବର ଘୋଷଣା - driver
ଉବେରର ନୂଆ ନିୟମ। ମହିଳାଙ୍କ ପାଇଁ ଉବେରରେ ରହିବେ ମହିଳା ଡ୍ରାଇଭର। ସାଉଦି ଆରବର ମହିଳା ଡ୍ରାଇଭର ଏଥର ଚଳାଇ ପାରିବେ ଗାଡି। ଉବେର ପକ୍ଷରୁ କରାଯାଇଛି ଏହି ଘୋଷଣା।
ଫଟୋ ସୌଜନ୍ୟ : ଇଟିଭି ଭାରତ
ମହିଳା ଗ୍ରାହକଙ୍କ ସୁବିଧା ଯାତ୍ରା ପାଇଁ ଏହି ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯାଇଥିବା ଘୋଷଣା ହୋଇଛି। ଗତବର୍ଷ ପାଇଲଟ ପ୍ରୋଗ୍ରାମ ଅନୁସାରେ, ପାଖାପାଖି 74 ପ୍ରତିଶତ ମହିଳା ଡ୍ରାଇଭରଙ୍କର ମହିଳା ଯାତ୍ରୀଙ୍କ ସହ ଯାତ୍ରା କରିବା ପାଇଁ ଆଗ୍ରହ ଦେଖାଯାଇଥିଲା ।
ସମାଜର ଅଗ୍ରଗତି ପାଇଁ ସାଉଦି ଆରବର ମହିଳାଙ୍କ ମହିଳାଙ୍କ ଉପରୁ କଟକଣା ଉଠାଇ ଦିଆଯାଇଥିଲା। ଆଉ ଏବେ ସାଉଦି ଆରବର ମହିଳାଙ୍କୁ ଉବେର ଗାଡି ଚଳାଇବା ପାଇଁ ଅନୁମତି ଦେଇଛି ।