ନୟାଗଡ଼: ଜିଲ୍ଲାରେ କୋରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଲାଣି । କିନ୍ତୁ ଅମାନିଆଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସପ୍ତାହନ୍ତ ସଟଡାଉନରେ ବି ଲୋକେ ବୁଲିବାକୁ ବାହାରୁଛନ୍ତି । ଏପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି ୨୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୦୯୪ ସକ୍ରିୟ ମାମଲା ରହିଥିବା ଜଣାଯାଇଛି ।
ନୟାଗଡ଼ରୁ ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ - nayagarh
ନୟାଗଡ଼ରେ କୋରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଲାଣି । ଜିଲ୍ଲାରେ ଗୋଟିଏ ଦିନରେ ୨୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କୁ ମିଶାଇ ଜିଲ୍ଲାରେ ମୋଟ ୧୦୯୪ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ଅଧିକ ପଢନ୍ତୁ...

ନୟାଗଡ଼ରେ ହୁହୁ ହୋଇ ବଢୁଛି କୋରୋନା: ଦିନକରେ ୨୧୮ ନୂଆ ଆକ୍ରାନ୍ତ ଚିହ୍ନଟ
ଅନ୍ୟପଟେ ଆକ୍ରାନ୍ତଙ୍କ ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ