ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏବେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋବାରେ ଲାଗିଛି । ଏସବିଆଇ ପରେ ଆଜି ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମରୁ ଲୁଟ୍ । ଯାହା ପୋଲିସର ନିଦ ହଜାଇ ଦେଇଛି । ତେବେ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି ।
ମାତିଛନ୍ତି ଏଟିଏମ ଲୁଟେରା, ଅନୁଗୋଳ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଲୁଟ୍ - robbered of Bank of India ATM after SBI
ଅନୁଗୋଳ ଜିଲ୍ଲାରେ ଏବେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋବାରେ ଲାଗିଛି । ଏସବିଆଇ ପରେ ସୋମବାର ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମରୁ ଲୁଟ୍। ତେବେ ଏଟିଏମ ମେସିନ ଭାଙ୍ଗି ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...
ମାତିଛନ୍ତି ଏଟିଏମ ଲୁଟେରା, ଏସବିଆଇ ପରେ ଆଜି ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଲୁଟ
ରବିବାର କରଡା ଗଡ଼ିଆଠାରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ବେଳେ ଆଜି ବ୍ୟାଙ୍କ୍ ଅଫ ଇଣ୍ଡିଆରୁ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲଗାତାର ଦୁଇ ଦିନ ଧରି ଆତଙ୍କ ଖେଳାଇଛନ୍ତି ଲୁଟେରା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ