ଓଡିଶା

odisha

By

Published : Jun 13, 2020, 4:58 PM IST

ETV Bharat / briefs

ଖରିଫ ଫସଲକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହରେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ । ଏଥିରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବ୍ଲକ କୃଷି ଅଧିକାରୀ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

ଖରିଫ ଫସଲକୁ ନେଇ ଜିଲାପାଳଙ୍କ ସମିକ୍ଷା ବୈଠକ
ଖରିଫ ଫସଲକୁ ନେଇ ଜିଲାପାଳଙ୍କ ସମିକ୍ଷା ବୈଠକ

ଜଗତସିଂହପୁର: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହରେ ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ମହାପାତ୍ର ଏବଂ ଜିଲ୍ଲାର ସମସ୍ତ ବ୍ଲକ କୃଷି ଅଧିକାରୀ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

କୃଷି ଅଧିକାରୀଙ୍କ ସୂଚନା ଅନୁସାରେ ଚଳିତ ଖରିଫ ରିତୁରେ ଜିଲ୍ଲାରେ ୧୬୫୪ ହେକ୍ଟର ଧାନ,୨୬,୬୨୩ ହେକ୍ଟର ଡାଲି ଜାତୀୟ, ୩୧୧୬ ହେକ୍ଟର ତୈଳବୀଜ, ୪ ହଜାର ୮ ସହ ୨୮ ହେକ୍ଟର ପନିପରିବା, ୨୬,୬୮୨ ହେକ୍ଟର ମସଲା ଜାତୀୟ ଶସ୍ୟ ଉତ୍ପାଦନ ହୋଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details