ଜଗତସିଂପୁର: ଫନି ମୁକାବିଲା ପାଇଁ ପ୍ରଶାସନ ତତ୍ପର ଥିବାବେଳେ ଯେମିତି ଜନସାଧରଣଙ୍କ କୌଣସି ଅସୁବିଧା ନହୁଏ ସେଥିପାଇଁ ସମସ୍ତ ପ୍ରଭାବିତ ଜିଲ୍ଲା ପ୍ରଶାସନର ସମସ୍ତ ପଦକ୍ଷେପ ନେଉଛନ୍ତି ।
ଜଗତସିଂପୁରରେ ବଣ୍ଟା ହେଲାଣି ରନ୍ଧାଖାଦ୍ୟ - BBSR
ଫନି ପାଇଁ ବାତ୍ୟା ଆଶ୍ରୟ ସ୍ଥଳିରେ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ ଆରମ୍ଭ ହୋଇଯାଇଛି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂପୁର
ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛିକି ନାହିଁ ଜଗତସିଂପୁର ଜିଲ୍ଲାର ଯୋଗାଣ ଅଧିକାରୀ ଏସମ୍ପର୍କରେ କଣ କହୁଛନ୍ତି ଶୁଣନ୍ତୁ ।
ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ