ଓଡିଶା

odisha

ETV Bharat / briefs

ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ବନେତାଙ୍କ ଶୁଭେଛା

ମୋଦି ଦ୍ବିତୀୟଥର କ୍ଷମତାସୀନ ହେବାପରେ ସରକାର ଗଠନ କରିସାରିଛନ୍ତି । ଦ୍ବିତୀୟଥର କ୍ଷମତାକୁ ଫେରିବା ପରେ ମୋଦିଙ୍କୁ ଶୁଭେଛା ଜଣାଉଛନ୍ତି ବିଶ୍ବନେତା ।

By

Published : Jun 4, 2019, 8:23 PM IST

ଫାଇଲ ଫଟୋ

ହାଇଦ୍ରାବାଦ: ନରେନ୍ଦ୍ର ମୋଦି ପ୍ରଚଣ୍ଡ ବହୁମତ ପାଇ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ତାଙ୍କ ନିକଟରୁ ବିଶ୍ବନେତାଙ୍କ ଶୁଭେଛାର ସୁଅ ଛୁଟୁଛି । ପ୍ରଥମେ ଆମେରିକା, ଚୀନ, ଇଂଲଣ୍ଡ, ଜର୍ମାନ, ଋଷ, ଫ୍ରାନ୍ସ ଏବଂ ଭାରତର ପଡୋଶୀଙ୍କ ସମେତ ବିଶ୍ବର ଅନେକ ରାଷ୍ଟ୍ର ମୋଦିଙ୍କୁ ଶୁଭେଛା ଜଣାଇଛନ୍ତି । ଆଜି ପୁଣି କୋରିଆ ରାଷ୍ଟ୍ରପତି ମୁନ ଜେ ଇନ ମୋଦିଙ୍କୁ ଫୋନକରି ଶୁଭେଛା ଜଣାଇଛନ୍ତି ।

ଏହାସହ ଜିମ୍ବାୱେ ରାଷ୍ଟ୍ରପତି ଫିଲିପ୍ସ ଜେସିଂଟୋ ନ୍ୟୁସି ମଧ୍ୟ ମୋଦିଙ୍କୁ ଦ୍ବିତୀୟ ଥର ବିଜୟ ପାଇଁ ଶୁଭେଛା ଜଣାଇଛନ୍ତି ।

ABOUT THE AUTHOR

...view details