ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କୁ ହେଲା କୋରୋନା । ପୂର୍ବରୁ ଅନେକ ବିଧାୟକ ଓ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି(ବୁଧବାର) ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିଛି । ଏନେଇ ସେ ହୋମ ଆଇସୋଲେସନରେ ଥିବା ସୂଚନା ଦେଇଛନ୍ତି ।
ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୋରୋନା ପଜିଟିଭ୍ - nabarangapur mla sadashiv pradhani was effected by corona virus
ନବରଙ୍ଗପୁର ବିଧାୟକଙ୍କୁ ହେଲା କୋରୋନା । ପୂର୍ବରୁ ଅନେକ ବିଧାୟକ ଓ ମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି(ବୁଧବାର) ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ କୋରୋନା ପଜିଟିଭ ଖବର ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...
![ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୋରୋନା ପଜିଟିଭ୍ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୋରୋନା ପଜିଟିଭ୍](https://etvbharatimages.akamaized.net/etvbharat/prod-images/768-512-01:53:05:1599639785-od-ngp-mla-corana-positive-7204279-09092020134824-0909f-1599639504-782.jpg)
ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ କୋରୋନା ପଜିଟିଭ୍
ତେବେ ନିକଟ ଅତୀତରେ ତାଙ୍କ ସହ ଯୋଗାଯୋଗରେ ଆସିଥିବା ସମସ୍ତଙ୍କୁ ସେ ପରୀକ୍ଷା କରିବାକୁ ନିବେଦନ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ