ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା । ଏହି ସମୟରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ । କାହିଁକି ମାରେ ବିଜୁଳି ଏବଂ ଏହି ସମୟରେ କିଭଳି ସାବଧାନତା ଅବଲମ୍ବନ କରିବେ ।
ବିଜୁଳି ମାରିବା ବେଳେ କିଭଳି ସତର୍କତା ଅବଲମ୍ବନ କରିବେ, ପଢନ୍ତୁ - director
କାହିଁକି ମାରେ ବିଜୁଳି ଏବଂ ସେ ସମୟରେ କିଭଳି ସାବଧାନତା ଅବଲମ୍ବନ କରିବେ ? ସେ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ । ଦେଖନ୍ତୁ ଏହି ଭିଡିଓ:-
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏନେଇ ‘ଇଟିଭି ଭାରତ’ ପ୍ରତିନିଧି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ସେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Jun 25, 2019, 4:09 PM IST