ଓଡିଶା

odisha

ETV Bharat / briefs

ସିଲ ହେଲା ରାଜଧାନୀରେ ଥିବା ସରକାରୀ କାର୍ଯ୍ୟାଳୟ - government office seal

ସିଲ ହେଲା ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ବର ତହସିଲକୁ ସିଲ୍ ସମେତ ଅନେକ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି । ଅଧିକ ପଢନ୍ତୁ...

ସରକାରୀ କାର୍ଯ୍ୟାଳୟ
ସରକାରୀ କାର୍ଯ୍ୟାଳୟ

By

Published : Apr 29, 2021, 7:03 PM IST

ଭୁବନେଶ୍ବର: ସିଲ ହେଲା ସରକାରୀ କାର୍ଯ୍ୟାଳୟ । ଭୁବନେଶ୍ବର ତହସିଲକୁ ସିଲ୍ ସମେତ ଅନେକ କାର୍ଯ୍ୟାଳୟକୁ ସିଲ୍ କରିଛି ବିଏମସି। କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ଗୁରୁବାର ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟକୁ ସିଲ କରିଛି ବିଏମସି ।

ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ବର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ଭୁବନେଶ୍ବର ତହସିଲ କାର୍ଯ୍ୟାଳୟ, ଖଣ୍ଡଗିରି ସବ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ବର ଜିଲ୍ଲା ଉପ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ 7 ଦିନ ପାଇଁ ସିଲ କରିଛି ବିଏମସି । ଉକ୍ତ କାର୍ଯ୍ୟାଳୟକୁ ବିଶୋଧନ କରିବା ସହ ସମସ୍ତ କର୍ମଚାରୀଙ୍କୁ ଗୃହ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ବିଏମସିକୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details