ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି' ପାଇଁ ଗୋପାଳପୁର ବନ୍ଦର ଅପରେସନ ବନ୍ଦ ରହିଛି । ରାଜ୍ୟରେ ଫନି ପ୍ରଭାବ କମିବା ପରେ ବନ୍ଦର ଅପରେସନ କାର୍ଯ୍ୟ ଆରମ୍ଭ ହେବ । ଏନେଇ ବନ୍ଦରର ଆସୋସିଏଟ୍ ଉପସଭାପତି ଜଗଦୀଶ ଚନ୍ଦ୍ର ରାଉତ, ସପୁରଜୀ ପଲ୍ଲୋଞ୍ଜି ପୋର୍ଟ ମେନଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍, ଗୋପାଳପୁର ପୋର୍ଟ ଲିମିଟେଡ୍ ସୂଚନା ଦେଇଛନ୍ତି ।
'ଫନି' ପାଇଁ ଗୋପାଳପୁର ବନ୍ଦର ଅପରେସନ ବନ୍ଦ - suspended
ଫନି' ପାଇଁ ଗୋପାଳପୁର ବନ୍ଦର ଅପରେସନ ବନ୍ଦ । ରାଜ୍ୟରେ ଫନି ପ୍ରଭାବ କମିବା ପରେ ବନ୍ଦର ଅପରେସନ କାର୍ଯ୍ୟ ଆରମ୍ଭ ହେବା ନେଇ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।
ଫାଇଲ ଫଟୋ
ଫନି ସାରା ରାଜ୍ୟରେ ତାଣ୍ଡବ ମଚାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 5 ଜଣଙ୍କ ମୃତ୍ୟୁ ହୋଇଛି । ସନ୍ଧ୍ୟା ସୁଦ୍ଧା ଏହାର ପ୍ରଭାବ ଜାରି ରହିବ ବୋଲି ସୂଚନା ରହିଛି ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ