ଓଡିଶା

odisha

ETV Bharat / briefs

ଖସୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 3 ଜଣଙ୍କ ମୃତ୍ୟୁ

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3 ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା,
ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା,

By

Published : Dec 21, 2020, 11:53 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା । 24 ଘଣ୍ଟା ମଧ୍ୟରେ ରାଜ୍ୟରେ 3 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ କୋରୋନା ସଂକ୍ରମଣ କମିବା ସହ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି ।

ଆଜିର କୋରୋନା ମୃତ୍ୟୁ ସଂଖ୍ୟା ମିଶାଇ ରାଜ୍ୟରେ 1839 ଜଣଙ୍କର ମୃତ୍ୟୁ ଘଟିଲାଣି । କଳାହାଣ୍ଡିରେ 20 ବର୍ଷର ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡରେ 43 ବର୍ଷର ପୁରୁଷ ଓ 45 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details