ଓଡିଶା

odisha

ETV Bharat / briefs

ଛତ୍ରପୁରରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର - ganjam district news

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର । ଅକ୍ସିଜେନ ସଂଞ୍ଜୁକ୍ତ ବେଡ ବ୍ୟବସ୍ଥା ସହ ନିଯୁକ୍ତ ହୋଇଛନ୍ତି 6 ଡାକ୍ତର । ଅଧିକ ପଢନ୍ତୁ...

ଛତ୍ରପୁରରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର
ଛତ୍ରପୁରରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର ଛତ୍ରପୁରରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର

By

Published : May 20, 2021, 6:57 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର । ସ୍ଥାନୀୟ ଛତ୍ରପୁରସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ ହେଲ୍‌ଥ ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଥିବାବେଳେ କେନ୍ଦ୍ରରେ ୧୫ଟି ଶଯ୍ୟା ବିଶିଷ୍ଟ ଅକ୍ସିଜେନ୍‌ର ବ୍ୟବସ୍ଥା କରାଯାଇଛି ।

ଛତ୍ରପୁରରେ କାର୍ଯ୍ୟକ୍ଷମ ହେଲା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହେଲ୍‌ଥ ସେଣ୍ଟର

ଛତ୍ରପୁର ଏନ୍.ଏ.ସି ଏବଂ ବ୍ଲକ ସମେତ ନିକଟବର୍ତ୍ତୀ ବ୍ଲକର କୋଭିଡ୍ ରୋଗୀଙ୍କୁ ଚିକିତ୍ସା ପାଇଁ ଏହା କାର୍ଯ୍ୟ କରିବ । ଏପରିକି ଏହି କୋଭିଡ୍ ହେଲଥ୍ ସେଣ୍ଟରରେ 6 ଜଣ ଡାକ୍ତର ନିଯୁକ୍ତ ହୋଇଥିବା ଜଣାଯାଇଛି । ଏପରିକି ଏହି ଅବସରରେ ଛଅ ଜଣ ନର୍ସିଂ କର୍ମଚାରୀ, 3 ଜଣ ଫାର୍ମାସିଷ୍ଟ ସମେତ ସୁଇପର ଏବଂ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଏହି ଅବସରରେ ଡି.ସି.ଏଚ୍.ସି ଛତ୍ରପୁର ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ୯୪୩୮୫୪୩୪୯୦ ଜାରି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details