ଅମରାବତୀ:ଲ୍ୟାପଟପ ବ୍ୟାଟେରୀ ଫାଟି ମହିଳା ଗୁରୁତର । ଚାର୍ଜିଂ ବେଳେ ହଠାତ୍ ବ୍ୟାଟେରୀ ଫାଟି ଯିବାରୁ ମହିଳା ଗୁୁରୁତର ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ୱାଇଏସଆର ଜିଲ୍ଲା ଅନ୍ତର୍ଗତ ବି. ମେକାଭରିପାଲ୍ଲୀ ଗାଁରେ ଘଟିଛି ଏହି ଘଟଣା ।
ୱାର୍କ ଫର୍ମ ହୋମ୍ବେଳେ ଅଘଟଣ: ଫାଟିଲା ଲ୍ୟାପଟପ୍ ବ୍ଯାଟେରୀ, ମହିଳା ସଫ୍ଟୱେର ଇଂଜିନିୟର ଗୁରୁତର - ଲ୍ୟାପଟପ ବ୍ଯାଟେରୀ ଫାଟି ମହିଳା ଗୁରୁତର
ଲ୍ୟାପଟପ ବ୍ଯାଟେରୀ ଫାଟି ମହିଳା ଗୁରୁତର । ଚାର୍ଜିଂ ବେଳେ ହଠାତ୍ ବ୍ୟାଟେରୀ ଫାଟିଯିବାରୁ ମହିଳା ଗୁୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ
ଫାଟିଲା ଲ୍ୟାପଟପ ବ୍ଯାଟେରୀ, ମହିଳା ଗୁରୁତର
ଫାଟିଲା ଲ୍ୟାପଟପ ବ୍ଯାଟେରୀ, ମହିଳା ଗୁରୁତର
ତେବେ ସୁମତୀ ନାମକ ଜଣେ ମହିଳା ଏକ ସଫ୍ଟୱେର କମ୍ପାନୀରେ ସଫ୍ଟୱେର ଇଂଜିନିୟର ଭାବେ କାମ କରୁଛନ୍ତି । କୋଭିଡ କାରଣରୁ ଘରେ ରହି କାମ କରିବାକୁ ପଡୁଥିବାବେଳେ ସୁମତୀ ଲ୍ୟାପଟପ ଚାର୍ଜିଂ କଲାବେଳେ ଏହି ଅଘଟଣ ଘଟିଥିଲା । କାମ କରିବା ଲାଗି ସୁମତୀ ଘର କବାଟ ବନ୍ଦ କରି ଦେଇଥିବାରୁ ପରିବାର ଲୋକେ ଏହା ବିଳମ୍ବରେ ଜାଣିବା ପରେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏପଟେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Apr 18, 2022, 5:17 PM IST