ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର 7 ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ (Winter Session of Parliament ) । ଉଭୟ ରାଜ୍ୟସଭା ଓ ଲୋକସଭାରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବେ କେନ୍ଦ୍ର ସରକାର ।
Winter Session Of Parliament: ଡିସେମ୍ବର 7ରୁ ଶୀତକାଳୀନ ଅଧିବେଶନ ! - ଡିସେମ୍ବର 7 ରୁ ଶୀତ କାଳୀନ ଅଧିବେଶନ
ଆସନ୍ତା ଡିସେମ୍ବର 7 ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ (Winter Session of Parliament ) । ଉଭୟ ରାଜ୍ୟସଭା ଲୋକସଭାରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ଆଣିବେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ
Etv Bharat
ଅଧିବେଶନରେ କେତୋଟି କାର୍ଯ୍ୟ ଦିବସ ରହିବ, କେତୋଟି ସରକାରୀ କେତେ ବେସରକାରୀ ଦିବସ ରହିବ ତାହା ସୂଚନା ମିଳିନାହିଁ । ଏଥିସହ ଆଗାମୀ ଶୀତ ଅଧିବେଶନରେ କେଉଁ ବିଲ କେନ୍ଦ୍ର ସରକାର କଣ ଆଣିବେ ତାହା ଚୂଡାନ୍ତ ହୋଇଥିଲେ ମଧ୍ୟ, ସ୍ପଷ୍ଟ ହୋଇନାହିଁ ।
ଅଧିବେଶନକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ବଚନା ମିଳିନଥିଲେ ମଧ୍ୟ, ଡିସେମ୍ବର 7 ରୁ ଆରମ୍ଭ ହୋଇ ଏହା 31 ଯାଏଁ ଚାଲି ପାରେ ।