କୋଲକାତା: ମାଟିଗର- ନକ୍ସଲବାରି ବିଧାନସଭା ନିର୍ବାଚନମଣ୍ଡଳୀ ଦାରଜିଲଙ୍ଗ ଜିଲ୍ଲାର ବିଜେପି ପ୍ରାର୍ଥୀ ଆନନ୍ଦମେ ବର୍ମନ କୋରୋନାରେ ସଂକ୍ରମଣ ହୋଇଛନ୍ତି । ସେ ନିଜକୁ ହୋମ ଆଇସୋଲେସନରେ ରଖିବା ସହିତ ପ୍ରତିଶେଧକ ଗ୍ରହଣ କରିଛନ୍ତି ।
ବରମନ କୋରୋନାରେ ସଂକ୍ରମିତ ହେବା ପରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ପରଭିନ ଅଗ୍ରୱାଲ ଓ ଦଳ ସର୍ମଥକଙ୍କ ସହିତ ନିର୍ବାଚନ ପ୍ରଚାର ଭାର ସମ୍ଭାଳିଛନ୍ତି । ମାଟିଗର ନସ୍କଲବାରି ବିଧାନସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ17 ଅନୁଷ୍ଠିତ ହେବ । ଏହି ପାର୍ଯ୍ୟାୟରେ 45ଟି ଆସନ ପାଇଁ ଭୋଗ ଗ୍ରହଣ ହେବ ।