ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗ ସ୍ଥିତ ପିଏଫଆଇ ଅଫିସରେ ଆଜି ୟୁପି ଏସଟିଏଫ ଟିମ ଚଢାଉ କରିଛି । ସୂଚନା ଅନୁଯାଯୀ ଏହି ଚଢାଉ ରବିବାର ପାଖାପାଖି ଦ୍ବିପହର 12 ଟା ସମୟରେ କରାଯାଇଥିଲା ।
ଶାହୀନବାଗ ପିଏଫଆଇ ଅଫିସରେ ୟୁପି ଏସଟିଏଫର ଚଢାଉ - UP STF team raids PFI office
ଦିଲ୍ଲୀର ଶାହୀନବାଗ ସ୍ଥିତ ପିଏଫଆଇ ଅଫିସରେ ଆଜି ୟୁପି ଏସଟିଏଫ ଟିମ ଚଢାଉ କରିଛି । ଅଧିକ ପଢନ୍ତୁ...

ଶାହୀନ ବାଗ ସ୍ଥିତ ପିଏଫଆଇ ଅଫିସରେ ୟୁପି ଏସଟିଏଫ ଟିମର ଚଢାଉ
ଚଢାଉ ପାଇଁ ୟୁପି ଏସଟିଏଫ ଟିମ ଦିଲ୍ଲୀରେ ପହଞ୍ଚିଥିଲେ । ଏହାକୁ ଦୃଷ୍ଟିରେ ରଖି ଶାହୀନବାଗ ପିଏଫଆଇ ଅଫିସ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନେକ ସଂଖ୍ୟାରେ ପୋଲିସ ଏବଂ ସେନା ମୁତୟନ କରାଯାଇଛି । ପାଖାପାଖି 1 ଘଣ୍ଟା ପର୍ଯ୍ୟନ୍ତ ଏସଟିଏଫ ଟିମ ପିଏଫଆଇ ଅଫିସରେ ଚଢାଉ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ