ଓଡିଶା

odisha

ETV Bharat / bharat

UP Assembly Election Result: ପ୍ରତିକ୍ରିୟା ରଖିଲେ ସମାଜବାର୍ଦୀ ପାର୍ଟି ମୁଖ୍ୟ ଅଖିଳେଶ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିକୁ ନେଇ ପ୍ରତିକ୍ରିୟା ରଖିଲେ ସମାଜବାର୍ଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନରେ ବିଜେପି ଆଗରେ ରହିବା ନେଇ ଅଖିଳେଶଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

By

Published : Mar 10, 2022, 1:07 PM IST

UP assembly election result:  ପ୍ରତିକ୍ରିୟା ରଖିଲା ସମାଜବାର୍ଦୀ ପାର୍ଟି
UP assembly election result: ପ୍ରତିକ୍ରିୟା ରଖିଲା ସମାଜବାର୍ଦୀ ପାର୍ଟି

ଲକ୍ଷ୍ନୌ:ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିକୁ ନେଇ ପ୍ରତିକ୍ରିୟା ରଖିଲେ ସମାଜବାର୍ଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ନିର୍ବାଚନରେ ବିଜେପି ଆଗରେ ରହିବା ନେଇ ଅଖିଳେଶଙ୍କ ପ୍ରତିକ୍ରିୟା । କର୍ମୀଙ୍କୁ ଧର୍ଯ୍ୟ ଧରି ରହିବାକୁ ନିବେଦନ କରିଛନ୍ତି ଅଖିଳେଶ ।

ତେବେ ଭୋଟ ଗଣତି ଚାଲିଥିବା ବେଳେ ବିଜେପି ଦିନ ୧୨ଟା ସୁଦ୍ଧା ୨୪୭ ଆସନରେ ଆଗରେ ରହିଛି । ପାର୍ଟି କର୍ମୀଙ୍କୁ ଧର୍ଯ୍ୟ ଧରିବାକୁ କହିଛନ୍ତି ଅଖେିଳେଶ । ସମ୍ପର୍ଣ୍ଣ ଫଳାଫଳ ଆସିନି, ଭୋଟ ଗଣତି ଚାଲିଛି ଏବଂ ଫଳାଫଳ ଆମ ସପକ୍ଷରେ ଯିବ ବୋଲି ସେ କହିଛନ୍ତି । ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ଏଗଜିଟ୍‌ ପୋଲ ବିପକ୍ଷରେ ଆମେ ଭଲ କରିବୁ । ଅନ୍ୟପଟେ ଅପରାହ୍ନ ୩ଟା ପରେ ଆମେ ଜିତିବୁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details