ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଡିସେମ୍ବର 31 ତାରିଖ ସନ୍ଧ୍ୟା 6 ଟା ସମୟରେ ପରୀକ୍ଷା ତାରିଖ ଘୋଷଣା ହେବା ନେଇ ଶିକ୍ଷା ମନ୍ତ୍ରଣଳାୟ ପକ୍ଷରୁ ସୂଚନା ଦିଆଯାଇଛି ।
ଡିସେମ୍ବର 31ରେ 2021 CBSE ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ - କେବେ ହେବ ସିବିଏସଇ ବୋର୍ଡ ପରୀକ୍ଷା
କେବେ ହେବ ସିବିଏସଇ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ଏନେଇ ଡିସେମ୍ବର 31 ତାରିଖ ସନ୍ଧ୍ୟା 6ଟା ସମୟରେ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେମଶ ପୋଖରିଆଲ ନିଶଙ୍କ ।
ଡିସେମ୍ବର 31ରେ 2021 CBSE ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପୂର୍ବରୁ ଫେବୃଆରୀ ମାସରେ ପରୀକ୍ଷା ହେବା ନେଇ ସମ୍ଭାବନା ରହିଥିଲା । ଯାହାକୁ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରିଥିଲେ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା କେବେ ହେବ ଏନେଇ ସ୍ପଷ୍ଟ କରିବେ ଶିକ୍ଷାମନ୍ତ୍ରୀ ।