ଓଡିଶା

odisha

ETV Bharat / bharat

ଶାହ-ଗାଙ୍ଗୁଲି ଭେଟଘାଟ: ମିଶିକି କଲେ ରାତ୍ର ଭୋଜନ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କୋଲକାତା ଗସ୍ତ

ବିସିସିଆଇ (BCCI) ସଭାପତି ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୌରଭ ଗାଙ୍ଗୁଲିଙ୍କ କୋଲକାତ ସ୍ଥିତ ବାସଭବନକୁ ଯାଇ ଅମିତ ଶାହ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ

ଅମିତ ଶାହା ଓ ସୌରଭ ଗାଙ୍ଗୁଲି ଭେଟଘାଟ: ମିଶିକି କଲେ ରାତ୍ର ଭୋଜନ
ଅମିତ ଶାହା ଓ ସୌରଭ ଗାଙ୍ଗୁଲି ଭେଟଘାଟ: ମିଶିକି କଲେ ରାତ୍ର ଭୋଜନ

By

Published : May 6, 2022, 9:08 PM IST

କୋଲକାତା:ବିସିସିଆଇ (BCCI) ସଭାପତି ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୌରଭ ଗାଙ୍ଗୁଲିଙ୍କ କୋଲକାତା ସ୍ଥିତ ବାସଭବନକୁ ଯାଇ ଅମିତ ଶାହ ସାକ୍ଷାତ କରିଛନ୍ତି । ଅମିତ ଶାହ ଗାଙ୍ଗୁଲିଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକଙ୍କ ସହ ରାତ୍ର ଭୋଜନ ମଧ୍ୟ କରିଛନ୍ତି ।

ସେହିପରି ଶାହଙ୍କ ଗସ୍ତ ନେଇ ସୌରଭଙ୍କ ବାସ ଭବନକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଏଥିସହ ଅମିତ ଶାହ ଓ ସୌରଭଙ୍କ ପରିବାର ଲୋକଙ୍କୁ ମିଶାଇ ମୋଟ ୮ରୁ ୯ଜଣ ଲୋକଙ୍କୁ ଘର ଭିତରକୁ ପ୍ରବେଶ ଅନୁମତି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details