ଦରଭଙ୍ଗା ବିସ୍ଫୋରଣ ଘଟଣା, ହାଇଦ୍ରାବାଦରୁ 2 LeT ଆତଙ୍କବାଦୀ ଗିରଫ - ଦରଭଙ୍ଗା ବିସ୍ଫୋରଣ ଘଟଣାରେ 2 ଲସ୍କର ଏ ତୋଇବା ଆତଙ୍କବାଦୀ ଗିରଫ
ବିହାର ଦରଭଙ୍ଗା ବିସ୍ଫୋରଣ ଘଟଣାରେ 2 ଲସ୍କର ଏ ତୋଇବା ଆତଙ୍କବାଦୀ ଗିରଫ ।

ଦରଭଙ୍ଗା ବିସ୍ଫୋରଣ ଘଟଣାରେ 2 ଲସ୍କର ଏ ତୋଇବା ଆତଙ୍କବାଦୀ ଗିରଫ
ହାଇଦ୍ରାବାଦ: ବିହାର ଦରଭଙ୍ଗା ରେଲଓ୍ବେ ଷ୍ଟେସନ୍ ବିସ୍ଫୋରଣ ଘଟଣାରେ 2 ଲସ୍କର ଏ ତୋଇବା ଆତଙ୍କବାଦୀ ଗିରଫ । ହାଇଦ୍ରାବାଦ ନାମପଲ୍ଲୀରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ଗିରଫ ଦୁଇ ଆତଙ୍କୀ ହେଲେ ଇମ୍ରାନ ମଲ୍ଲିକ, ନାସିର ଖାନ । ଦୁଇ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଏନଆଇଏ ।