ବାରଣାସୀ:କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଅଘଟଣ । ନିର୍ମାଣଧୀନ କୋଠା ଭୁଷୁଡି ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଛଅରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
କାଶୀ ବିଶ୍ବନାଥ ମନ୍ଦିର ପରିସରରେ ଅଘଟଣ; ନିର୍ମାଣଧୀନ କୋଠା ଭୁଷୁଡି 2 ଶ୍ରମିକ ମୃତ, 6 ଆହତ - 6 ଆହତ
କାଶୀ ବିଶ୍ବନାଥ ମନ୍ଦିର ପରିସରରେ ନିର୍ମାଣଧୀନ କୋଠା ଭୁଷୁଡି ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଛଅରୁ ଅଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
ନିର୍ମାଣଧୀନ କୋଠା ଭୁଷୁଡି 2ଶ୍ରମିକ ମୃତ, 6 ଆହତ
ଭୋର 4ଟାରେ ଏହି ଅଘଟଣ ଘଟିଛି । ଘଟଣା ନେଇ ମନ୍ଦିର ପ୍ରଶାସନ କି କାମ ନେଇଥିବା ଠିକାଦାର ସଂସ୍ଥା ପକ୍ଷରୁ କିଛି ସୂଚନା ମିଳିପାରି ନାହିଁ । ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂତ୍ରରୁ ଖବର ମିଳିଛି । ସମସ୍ତ ଆହତଙ୍କୁ ମଡଲିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ