ଓଡିଶା

odisha

By

Published : Jun 2, 2022, 10:32 PM IST

ETV Bharat / bharat

କାଶ୍ମୀରରେ ଥମୁନି Target Killing, 2 ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ, ଜଣେ ମୃତ

କାଶ୍ମୀରରେ ଅଣ ସ୍ଥାନୀୟଙ୍କୁ ଆତଙ୍କୀଙ୍କ ଗୁଳିମାଡ । ଜଣେ ମୃତ ଅନ୍ୟଜଣେ ଆହତ । ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କଲା ସେନା । ଅଧିକ ପଢନ୍ତୁ

2 ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ, ଜଣେ ମୃତ
2 ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ: 2 ଆହତ ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର:ବଡଗାମରେ2 ଅଣ ସ୍ଥାନୀୟଙ୍କୁ ଗୁଳି ଚଳାଇଛନ୍ତି ଆତଙ୍କବାଦୀ । ମଧ୍ୟ କାଶ୍ମୀର ବଡଗାମ ଜିଲ୍ଲାର ମାଗ୍ରାୟପୋରାରେ ଏହି ଘଟଣା ଘଟିଛି । ଉଭୟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି ।

ଖବର ପାଇଁ ସୁରକ୍ଷା ବଳ ଓ ପୋଲିସ ଟିମ ମିଳିତ ଭାବେ ପହଞ୍ଚି ଘଟଣାସ୍ଥଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଗତ ପ୍ରାୟ 2 ସପ୍ତାହ ମଧ୍ୟରେ ଆତଙ୍କବାଦୀମାନେ ଲଗାତାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details