ଓଡିଶା

odisha

By

Published : Apr 28, 2021, 12:51 PM IST

ETV Bharat / bharat

ସୁରକ୍ଷାବାହିନୀ ଗୁଳିରେ ଟଳିଲେ 2 ନକ୍ସଲ

ଗାଡଚିରୋଲି ଜଙ୍ଗଲରେ ସୁରକ୍ଷା ବାହିନୀ ନକ୍ସଲ ବିରୋଧୀ ଅପରେସନ । 2 ଜଣ ନକ୍ସଲ ନିପାତ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

Two Naxals killed in encounter with police commandos in Maharashtra
ସୁରକ୍ଷା ବାହିନୀ ଗୁଳିରେ ଟଳିଲେ 2 ନକ୍ସଲ

ମୁମ୍ବାଇ: ମହାରାଷ୍ଟ୍ରର ଗାଡଚିରୋଲି ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର । ଏଥିରେ 2 ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗାଡଚିରୋଲି ପୋଲିସର ସି -60 କମାଣ୍ଡୋ ସକାଳ ପ୍ରାୟ 6.30 ସମୟରେ ଜାମ୍ବିଆ ଗାଟା ଜଙ୍ଗଲରେ ନକ୍ସଲ ବିରୋଧୀ ଅପରେସନ ଆରମ୍ଭ କରିଥିଲା । ଏଥିରେ ଉଭୟ ପକ୍ଷରୁ ଗୁଳିବର୍ଷଣ ହୋଇଥିଲା । ନକ୍ସଲଙ୍କୁ ଘେରାବନ୍ଦୀ କରି ନେଇଥିଲେ ସୁରକ୍ଷାକର୍ମୀ । ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଅପରେସନ ସମୟରେ ଦୁଇ ନକ୍ସଲଙ୍କ ନିହତ ହୋଇଛନ୍ତି । ଏବଂ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ABOUT THE AUTHOR

...view details