ଶ୍ରୀନଗର: ସୀମାରେ ଅଶାନ୍ତି। ଆତଙ୍କୀଙ୍କ ଉତ୍ପାତ ଥମୁ ନଥିବା ବେଳେ ଫୁଟୁଛି ଗୁଳି। ତେବେ ଏହାକୁ ସାମ୍ନା କରି ଭାରତୀୟ ଯବାନ ଦେଉଛନ୍ତି କଡା ଜବାବ। ସେନା ଗୁଳିରେ 7 ଆତଙ୍କୀ ସଫା। ଏହି ଏନକାଉଣ୍ଟର ଉତ୍ତର କାଶ୍ମୀରର ପୁଲୱାମା ଜିଲ୍ଲା ନୌଗାଁଓ ଅଞ୍ଚଳରେ ଘଟିଛି।
ଜାମ୍ମୁକାଶ୍ମୀର ତ୍ରାଲରେ ଏନକାଉଣ୍ଟର, 7 ଆତଙ୍କୀ ନିପାତ - ଏନକାଉଣ୍ଟର, 2 ଆତଙ୍କୀ ନିପାତ
ସେନା ଗୁଳିରେ 7 ଆତଙ୍କୀ ସଫା। ଏହି ଏନକାଉଣ୍ଟର ଉତ୍ତର କାଶ୍ମୀରର ପୁଲୱାମା ଜିଲ୍ଲା ନୌଗାଁଓ ଅଞ୍ଚଳରେ ଘଟିଛି। ଅଧିକ ପଢନ୍ତୁ...
ଜାମ୍ମୁକାଶ୍ମୀର ଟ୍ରାଲରେ ଏନକାଉଣ୍ଟର, 2 ଆତଙ୍କୀ ନିପାତ
ଜାମ୍ମୁକାଶ୍ମୀର ତ୍ରାଲରେ ଏନକାଉଣ୍ଟର, 7 ଆତଙ୍କୀ ନିପାତ
ଏହି ଆତଙ୍କୀ ନିପାତ ଅଭିଯାନ ଆଜି ସକାଳ ସମୟରେ ଜାମ୍ମୁ ଓ କାଶ୍ମୀର ପୋଲିସର ମିଳିତ ସହଯୋଗରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ଆରମ୍ଭ ହୋଇଥିଲା। ପ୍ରଥମ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିଲା । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି।
Last Updated : Apr 9, 2021, 12:45 PM IST