ଓଡିଶା

odisha

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 2, 2022, 5:23 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. Anubhav-Varsha Dispute: ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ଏକ ଗୁୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି କଟକ SDJM କୋର୍ଟ ।

୨. ମଙ୍କି ପକ୍ସ ମୁକାବିଲା: ସିଡିଏମଓ-ମୁଖ୍ୟ ଡାକ୍ତରଙ୍କୁ ନେଇ ବସିବ ବୈଠକ

ମଙ୍କି ପକ୍ସ ମୁକାବିଲା ନେଇ ହେବ ୨ ପ୍ରକାରର ସଭିଲାନ୍ସ । ରୋଗୀଙ୍କ ଉପରେ ରହିବ କଡ଼ା ନଜର କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

୩. ପଞ୍ଚଭୂତରେ ଲୀନ ହେଲେ କେ.କେ, ଭରଶୋଭା ମୁକ୍ତିଧାମ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ

ପଞ୍ଚଭୂତରେ ଲୀନ ହେଲେ କେ.କେ। ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ।

୪. ଆରମ୍ଭ ହେଲା ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ

ଆଜିଠୁ(ଗୁରୁବାର) ଆରମ୍ଭ ହେବ ଯୁକ୍ତ 2 ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ସମସ୍ତ ଖାତା ଦେଖା ହେବାକୁ ଥିବାବେଳେ ବିଜ୍ଞାନର 5ଟି ବିଷୟର ଖାତା ଦେଖା ଆରମ୍ଭ ହୋଇଛି ।

୫. ସୁରକ୍ଷା ନିୟମ ଉଲ୍ଲଘଂନ, ୧୦ ଲକ୍ଷ ଗଣିବ ବିମାନ କମ୍ପାନୀ Vistara

ଜରୁରୀ ଟ୍ରେନିଂ ବିନା ଭିସ୍ତାରା ଦେଉଥିଲା ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂର କ୍ଲିୟରାନ୍ସ ।

୬. କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କୋରୋନା

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୋରୋନାରେ(COVID-19) ଆକ୍ରାନ୍ତ ହୋଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ସୂଚନା ।

୭. ରେଳ ବିଭାଗର ଚରମ ଅବହେଳା, ମାଟିରେ ମିଶିଲା ହଜାରେ ଚାଉଳ ବସ୍ତା

ରେଳ ବିଭାଗରେ ଚରମ ଅବହେଳା ପାଇଁ ଭୋଗୁଛନ୍ତି ଚାଷୀ ।

୮. Sidhu Moosewala Murder: ପ୍ରଡକ୍ସନ ୱାରେଣ୍ଟରେ ଗ୍ୟାଙ୍ଗଷ୍ଟାର ସରଜ ଗିରଫ

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା । ଗ୍ୟାଙ୍ଗଷ୍ଟାର ସରଜ ସମେତ ୭ ଜଣ ଗିରଫ ହୋଇଥିବା ସୂଚନା ।

୯. ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦିଲ୍ଲୀରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ

ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଟିମ ।

୧୦. ବାଦଶାହଙ୍କ ଉପରେ ରାଗିଲେ ୟୁଜର୍ସ, ପଚାରିଲେ ତୁ କେବେ ମରିବୁ

ଲୋକପ୍ରିୟ ଗାୟକ ତଥା ରାପର ବାଦଶାହ ଗାୟକ କେ.କେ ଓରଫ୍‌ କୃଷ୍ଣକୁମାର କୁନ୍ନଥଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଏକ ପୋଷ୍ଟ ସେୟାର କରିଛନ୍ତି ।

ABOUT THE AUTHOR

...view details