୧. MCCD Report 2020: ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ କେତେ ? ସରକାରଙ୍କ ପୋଲ୍ ଖୋଲିଲା MCCD ରିପୋର୍ଟ
MCCD 2020 ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଥମ ଲହରରେ କୋଭିଡରେ ପ୍ରାଣ ହରାଇଛନ୍ତି 8 ହଜାର 711 ଜଣ ।
୨. ପ୍ରଥମ ସମ୍ବୋଧନରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ସରିଫ: କହିଲେ 370 ପୁନଃଲାଗୁ ବିନା ସମାଧାନ ଅସମ୍ଭବ
୩. ସାବରକରଙ୍କ ଜୟନ୍ତୀରେ ଆସିଲା ଫିଲ୍ମର ଫାଷ୍ଟ ଲୁକ୍, ନୂଆ ଲୁକ୍ରେ ରଣଦୀପ୍ ହୁଡ୍ଡା
୪. ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ବାରଣ ଘଟଣା: 5 ଲକ୍ଷ ଜରିମାନା ଗଣିବ INDIGO
୫. Indian Army Aviation: ସ୍ଥଳ ସେନାର ପ୍ରଥମ ମହିଳା ଲଢୁଆ ପାଇଲଟ୍ ହେଲେ ଅଭିଳାଷା, ହରିୟାଣା ପାଇଁ ଆଣିଲେ ଗୌରବ