1.STATE CORONA; ଦିନକରେ 2640 ପଜିଟିଭ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2640 କୋରୋନା ପଜିଟିଭ ଚିହ୍ନଟ ।
2.ମାଟ୍ରିକ ମୂଲ୍ୟାୟନ ବିବାଦ, ଆଜି ପୂର୍ବାହ୍ନରେ ବୋର୍ଡର ପ୍ରେସମିଟ
3.କାଶ୍ମୀର ପୋଲିସକୁ ସଫଳତା, 2 ଆତଙ୍କୀ ସଫା
4.ଭାରତର ଭୁଲ ମାନଚିତ୍ର ଦେଖାଇ ହଟହଟା ଟ୍ବିଟର, କଠୋର କାର୍ଯ୍ୟାନୁଷ୍ଠାନ ସମର୍ଥନରେ କଂଗ୍ରେସ
5.ମୁଖ୍ୟମନ୍ତ୍ରୀଙ୍କ ସହ ଲଢେଇ ମଧ୍ୟରେ ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଦ୍ଧୁ