1.ଆଜି ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ ବାତ୍ୟା ୟାସ୍
ସୋମବାର ସାମୁଦ୍ରିକ ଝଡରେ ରୂପାନ୍ତରିତ ହେବାକୁ ଯାଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ।
2.ଆଜି ରାଜ୍ୟରେ 11,059 ନୂଆ ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
3.ଆଜିଠାରୁ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ଏସ.ଜୟଶଙ୍କର
ଆଜିଠାରୁ(ସୋମବାର) ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।
4.ଉତ୍ତରାଖଣ୍ଡର 3 ଜିଲ୍ଲାରେ ଭୂକମ୍ପ ଝଟକା
ମଧ୍ୟରାତ୍ରିରେ ଉତ୍ତରାଖଣ୍ଡର 3ଟି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ।
5.ଯଦି ବଞ୍ଚିଛ ତେବେ ଦିଲ୍ଲୀ ଆସ: ରାକେଶ ଟିକାୟତ