1.ମାଡି ଆସୁଛି ସାମୁଦ୍ରିକ ଝଡ ତାଉ'ତେ, ମଙ୍ଗଳବାର ଛୁଇଁବ ଗୁଜୁରାଟ
ଅତି ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ତାଉତେ । ମଙ୍ଗଳବାର ଦିନ ଏହା ଗୁଜୁରାଟ ଉପକୂଳ ଛୁଇଁବ ।
2. ଆଜି ମଧ୍ୟରାତ୍ରୀରୁ କେରଳର ଚାରି ଜିଲ୍ଲାରେ 'ଟ୍ରିପଲ ଲକଡାଉନ'
3.ଭୟାବହ ଅଗ୍ନିକାଣ୍ଡ; ଚାଲିଗଲା ଗୋଟିଏ ପରିବାରର 5 ଜୀବନ
4.ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ତାଉ’ତେର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
5.ହସ୍ପିଟାଲ ଫ୍ଲୋର୍ ସଫା କଲେ ମିଜୋରାମ୍ ମନ୍ତ୍ରୀ
ହସ୍ପିଟାଲ ଫ୍ଲୋର୍ ସଫା କରିଛନ୍ତି ନେତା । ମିଜୋରାମରୁ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ।