1.ଦଶ ହଜାର ତଳକୁ ଖସୁନି ସଂକ୍ରମଣ; ଦିନକରେ 10649 ନୂଆ ପଜିଟିଭ ଚିହ୍ନଟ
ରାଜ୍ୟରେ 10 ହଜାର ତଳକୁ ଖସୁନି ସଂକ୍ରମଣ । ଦିନକରେ ପୁଣି 10ହଜାର 6ଷହ 49ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
2.ଦିଲ୍ଲୀକୁ କୋଭାକ୍ସିନ ଯୋଗାଇବ ନାହିଁ ଭାରତ ବାୟୋଟେକ
3.ଝାଡଖଣ୍ଡରେ ମେ 27 ପର୍ଯ୍ୟନ୍ତ ବଢିଲା ଲକଡାଉନ
4.ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ରାଜ୍ୟପାଳ ଧନକର, ମମତା କହିଲେ ପ୍ରୋଟକଲର ଉଲ୍ଲଂଘନ
5.ଆସନ୍ତାକାଲି ୧୪ ରେ ଇଦ-ଉଲ-ଫିତର