1.17ରେ ବସିବ ସର୍ବଦଳୀୟ ବୈଠକ
2.ମିଳିଲା କଟାମୁଣ୍ଡର ପରିଚୟ, ଦ୍ବିତୀୟ ସ୍ବାମୀ କରିଛି ହତ୍ଯା !
3.କୃଷକ ଆନ୍ଦୋଳନରେ ସାମିଲ ହେଲେ ଛାତ୍ର
କୃଷକଙ୍କ ଆନ୍ଦୋଳନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇଛନ୍ତି ।
4.ଆତ୍ମସମର୍ପଣ କଲେ 13 ନକ୍ସଲ
ଛତିଶଗଡର ଦନ୍ତେୱାଡାରେ ଲୋନ ଭାରାତୁ ଅଭିଯାନ ଅଧିନରେ ବୁଧବାର 13ଜଣ ନକ୍ସଲ ଆତ୍ମସର୍ମପଣ କରିଛନ୍ତି।
5.ଦକ୍ଷିଣ ପ୍ରଶାନ୍ତ ମହାସାଗରରେ 7.7 ତୀବ୍ରତାର ଭୂକମ୍ପ ଝଟକା; ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡକୁ ସୁନାମି ଆଲର୍ଟ