ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Mar 22, 2022, 1:15 PM IST

1.ଜୋତା ପିନ୍ଧି ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅପର୍ଣ କଲେ ବିଡିଓ, ହାଇକୋର୍ଟରେ ଅଭିଯୋଗ

ଜୋତା ପିନ୍ଧି ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ବିଡିଓଙ୍କୁ ପଡିଲା ମହଙ୍ଗା । ଗିରଫ ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ ।

2.Sri Mandir Servitor Murder: ଆଉ 4 ଅଭିଯୁକ୍ତ ଗିରଫ

ଶ୍ରୀମନ୍ଦିର ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ ।

3.ବ୍ୟାଙ୍କ କ୍ୟାସିୟର କରୁଥିଲେ ଗଞ୍ଜେଇ ଚାଲାଣ, ଅନୁଗୁଳରୁ ଦେଢ କ୍ବିଣ୍ଟାଲ ଜବତ କଲା STF

STF ପଞ୍ଝାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କିଶୋରନଗର ଅନୁଗୁଳ ବ୍ରାଞ୍ଚର କ୍ୟାସିୟର ସୁଶାନ୍ତ କୁମାର ସାହୁ । ଗଞ୍ଜେଇ ଚାଲାଣ ବେଳେ ଗିରଫ କଲା STF ।

4.2 ମାସ ଶିଶୁକନ୍ୟାକୁ ହତ୍ୟା କରି ମାଇକ୍ରୋୱେଭରେ ଲୁଚାଇଥିଲା ମା’

ଜନ୍ମ କଲା ମାଆ ସାଜିଲା ସଇତାନ। ନିଜର ଦୁଇ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିବା ପରେ ମାଇକ୍ରୋୱେଭରେ ଲୁଚାଇ ରଖିଥିଲା ମାଆ।

5.Lalu Yadav Health: ବିଗିଡିଲା ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା, ଏମ୍ସ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି

ଭଲ ନାହିଁ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା । ଲାଲୁଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରିବା ନେଇ ଚାଲିଛି ପ୍ରସ୍ତୁତି ।

6.The Kashmir Files: ବିବାଦରେ ଫିଲ୍ମ ! କୋଟାରେ ଏକମାସ ଯାଏଁ ୧୪୪ ଧାରା ଲାଗୁ

ରାଜସ୍ଥାନ କୋଟାରେ ଆଜିଠୁ ଏପ୍ରିଲ ୨୧ ଯାଏଁ ୧୪୪ ଧାରା ଲାଗୁ ହୋଇଛି । ଦ କାଶ୍ମୀର ଫାଇଲ୍ସ ଫିଲ୍ମ ସ୍କ୍ରିନିଂ ସହ ଆଇନ ବ୍ୟବସ୍ଥା ପାଇଁ କୋଟା ଜିଲ୍ଲାପାଳ ଏହି ଆଦେଶ ଦେଇଛନ୍ତି ।

7.କନେଷ୍ଟବଳଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ! ଥାନାର ଦ୍ବାରସ୍ଥ ପତ୍ନୀ

ପୋଲିସ କର୍ମଚାରୀଙ୍କ ମାଡରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ମୃତକଙ୍କ ପତ୍ନୀ ।

8.Vigilance Raid: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୮ ସ୍ଥାନରେ ଚାଲିଛି ରେଡ୍

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ ।

9.Cameraman Manas Murder Case: ହାଇକୋର୍ଟରେ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା । ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ ।

10.World Water Day 2022: ଜୀବନର ଆଧାର ଜଳ

ଆଜି ବିଶ୍ବ ଜଳ ଦିବସ । ଜଳସଙ୍କଟ ଦୂର ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବରେ ପାଳନ କରାଯାଏ ।

ABOUT THE AUTHOR

...view details